Home Testing byFast Knowledge Duniya December 03, 2025 0 Odia MCQ Test (30 Questions) Odia MCQ Test (30 Questions) 1. ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଥିଲେ ତାକୁ କ'ଣ କୁହାଯାଏ ? a. କାବ୍ୟ b. ବାକ୍ୟ c. ପଦ d. କ୍ରିୟା 2. ବାକ୍ୟରେ ବ୍ୟବହୃତ ପଦମାନଙ୍କର ପାରସ୍ପରିକ ସମ୍ୱନ୍ଧକୁ କ'ଣ କୁହାଯାଏ ? a. ଯୋଗ୍ୟତା b. ଆସତ୍ତି c. ବିଭକ୍ତି d. କାରକ 3. ବାକ୍ୟରେ ବ୍ୟବହୃତ ଗୋଟିଏ ପଦ ଅର୍ଥବୋଧ ପାଇଁ ଅନ୍ୟ ପଦଗୁଡିକ ଉପରେ କରୁଥିବା ଅପେକ୍ଷାକୁ କ'ଣ କୁହାଯାଏ ? a. ବିଭକ୍ତି b. କାରକ c. ଆକାଙ୍କକ୍ଷା d. କର୍ତ୍ତା 4. ବାକ୍ୟରେ ବ୍ୟବହୃତ ଉପଯୁକ୍ତ ପଦବିନ୍ୟାସକୁ କ'ଣ କୁହାଯାଏ ? a. ଯୋଗ୍ୟତା b. ଆସତ୍ତି c. ବିଭକ୍ତି d. କାରକ 5. କୌଣସି ବାକ୍ୟ ବାକ୍ୟସମୁଦାୟର ଏକ ଅଂଶ ବାକ୍ୟ ହୋଇଥାଏ,ତାକୁ କ'ଣ କୁହାଯାଏ ? a. ସମୁଦାୟ ବାକ୍ୟ b. ବିଶେଷ୍ୟ ବାକ୍ୟ c. ବିଶେଷଣ ବାକ୍ୟ d. ଉପବାକ୍ୟ SUBMIT
Post a Comment